ଶୁକ୍ ଶୁକ୍ ହେବା
ଦେଖଣା
ଶୁକ୍ ଶୁକ୍ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁକ୍ ଶୁକ୍ ହେବା
|
ଦେଶଜ - କ୍ରି—(ସଂସ୍କୃତ - ଶୁଷ୍କ)
[ସମ୍ପାଦନା]- ୧. ଶୁଷ୍କପ୍ରୟ ହେବୀ; ପ୍ରାୟ ନିର୍ଜଳ ହେବା —୧. To almost dry up.
- ୨. (ଧ୍ୱନ୍ୟନୁକରଣ କିମ୍ୱା ତାଳୁ ଓ କଣ୍ଠ ଶୁଷ୍କ ହୋଇଯିବାରୁ ମନୁଷ୍ୟ ଯେଉଁ ଶବ୍ଦ କର) ମୁର୍ମୁଷ ଅବସ୍ଥା ଯୋଗୁଁ କ୍ଷିଣ ନିଶ୍ୱାସ ଓ କ୍ଷୀଣ ଶବ୍ଦ କରିବା —୨. To be dying; to emit faint sounds and breaths (said of a dying animal).
- ୩. କ୍ଷୀଣ ଓ ଅସ୍ପଷ୍ଟ— ଭାବରେ କଇଁ କଇଁ ହୋଇ କାନ୍ଦିବା —୩. To weep very faintly by emitthing ṡuk ṡuk sound and restraining sighs.