ଶୁକ ଦେଈ
ଦେଖଣା
ଶୁକ ଦେଈ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ନାମ) ସ୍ତ୍ରୀ
[ସମ୍ପାଦନା]ଉତ୍କଳ ରାଜବଂଶୀୟା ଜନୈକ ବୀରଙ୍ଗନା —A female hero of an Oriya royal family.
[ଦ୍ରଷ୍ଟବ୍ୟ —ଏହାଙ୍କର ବାସସ୍ଥାନ ବାଙ୍କୀ,
ଶତ୍ରୁ ଅକ୍ରମଣରୁ ବାଙ୍କୀକୁ ରକ୍ଷା କରିବା ଏ ପାଇଁ ଯୁଦ୍ଧ କରି ଥିଲେ ସ୍ୱର୍ଗୀୟ ପଣ୍ଡିତ ମୃଚ୍ୟୁଞ୍ଜୟ ଏହାଙ୍କର ସଂକ୍ଷିପ୍ତ ଜୀବନଚରିତ ଲେଖି ଅଛନ୍ତି ଚନ୍ଦ୍ରଶେଖର ଦାସ