Jump to content

ଶୁକ ଶୁକ

ଉଇକିଅଭିଧାନ‌ରୁ

ଶୁକ ଶୁକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ଶୁଷ୍କ)

[ସମ୍ପାଦନା]
୧. ଶୁଷ୍କ୍ରାୟ —Almost dry.
୨. ମୃତ କଳ୍ପ —୨. Decadent; mariband.
୩. ମୁମୁର୍ଷ; କଣ୍ଠାଗତ ପ୍ରାଣ; ଜୀବନ ଛାଡ଼ିଯିବାର ପର୍ବବସ୍ଥା ପ୍ରାପ୍ତ —୩. Dying.