ଶୁଖ
ଦେଖଣା
ଶୁଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଶୁଷ୍ପ; ପ୍ରାଚ ସୁକ୍ଖ)
[ସମ୍ପାଦନା]ଶୁଷ୍କ ଶୁଖିଲା —୧. Dry
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୁଷ୍କ ସ୍ଥାନ —୧. Dry. place.
- ୨. ନିର୍ଜଳ ସ୍ଥାନ —୨. Waterless place.
- ୩. ଜଳାଶୟ ଆଦିର କୂଳ ଭୂମି —୩. The bank or land near water.
[ଯଥା—କିମ୍ଭୀର ପାଣିରୁ ଉଠିଆସି ଶୁଖେଇ ପଡ଼ିଛି]