Jump to content

ଶୁଖା

ଉଇକିଅଭିଧାନ‌ରୁ

ଶୁଖା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ଶୁଷ୍କ)—ଶୁଖିଲା —୧. Dry.

[ଉ—କ. ଶୁଖା ନକଡ଼; ଖ. ଶୁଖାଭୂମି ଓଦା ଯେ ହୋଇବ ବସିଥିଲେ—ବ୍ରହ୍ମନିରୁପଣ ଗୀତା]

୨. ନିର୍ଜଳ — ୨. Waterless.
୩. ପୁଂ—(ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ, ଯଥା—ମୁହଁଶୁଖା) ଯେ ଶୁଖାଏ —One who causes something to dry up.

ବିଶେଷ୍ୟ -

[ସମ୍ପାଦନା]
୧. ଶୁଷ୍କ କରିବା କ୍ରିୟା —୧. The act of drying up.
୨. ଶୁଷ୍କ ପଦାର୍ଥ —୨. A dry thing

[ଉ— ଶୁଖା ଖଡ଼ଖଡ଼ ଖଡ଼ଗଡ଼, ମିଛ ମାୟାରେ ପଡ଼ି ତୁ ନଡ଼— ବଡ଼ ନଡ଼ବଡ଼—ଭଜନ]

ଦେଶଜ - କ୍ରି—(ଓଡ଼ିଆ ସକର୍ମକ ଶୁଖାଇବା ଧାତୁର ଅନାଦରାର୍ଥକ ଅନଜ୍ଞା ରୂପ)

[ସମ୍ପାଦନା]

ଶୁଖାଇବା କ୍ରିୟାକୁ (ତୁ) କର —Impera

tive mood) Do causa a thing to dry up.

[ଯଥା—ଏ ଧାନତକ ନେଇ ଖରାରେ ଶୁଖା]

ଅନୁବାଦ

[ସମ୍ପାଦନା]

[ଶୁଖାଅ—ଆଦରାର୍ଥକ ରୂପ]

[ଶୁଖାଇଦେଶଜ - ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

[ଶୁଖାଇ, ଶୁଖେଇ—ଅନ୍ୟରୂପ]

(ଶୁଖୀ, ଶୁଖେଈ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଅପର୍ତ୍ତିଆଣିଙ୍କୁ ଦିଆଯିବା ନାମ —A name given to a male-child whose elder died before he was born.