ଶୁଖା ରୁଖା
ଦେଖଣା
ଶୁଖା ରୁଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଖା ରୁଖା
|
ଦେଶଜ - ବିଶେଷଣ - (ସଂସ୍କୃତ - ଶୁଷ୍କ; ରୁକ୍ଷ)
[ସମ୍ପାଦନା]ଶୁଖିଲା ଓ ରୁକ୍ଷ; ଶୁଷ୍କ ଓ ଅସ୍ନିଗ୍ଧ —Dry and rough, dry and unoiled.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୁଖିଲା ଓ ଅସ୍ନିଗ୍ଧ ଖାଦ୍ୟଦ୍ରବ୍ୟ —୧. Dry and unoily food; scanty and poor fare.
- ୨. ଶାକାନ୍ନ — ୨. Simple vegetable fare.