ଶୁଖିଲା କାଠରୁ ବୋହୁଛି ପାଣି, ଚେମିଣି ଚଢ଼େଇ ଧରିଛି ଟାଣି
- ରୋ.ଟ୍ରା. — Ṡukhilā kaṭharu bohuchhi pāṇi Chemiṇi chaḍhei dharichhi ṭāṇi
- ଆଇ.ପି.ଏ. — ʃˈukʰilˌa kˈaʈʰʌɾˌu bˈohutʃʰˌi pˈani tʃˈewminˌi tʃˈʌhr.ewˌi dʰˈʌɾitʃʰˌi ʈˈani
ତେଲି ଘଣା —A riddle mean ing-Oilman's oilmill.
[ଦ୍ରଷ୍ଟବ୍ୟ —ଏଥିରେ ପୂର୍ଣ୍ଣ ବାକ୍ୟ କେଁ କରଟ, ପୋଖରୀ ଭିତରେ କରୁଛି ନାଟ ଶୁଖିଲା କାଠରୁ ବୋହୁଛି ପାଣି, ଚେମିଣି[ଚୁଳିଆ] ଚଢ଼େଇ ଧରିଛି ଟାଣି]