ଶୁଖିଲା କାନ୍ଦ
ଦେଖଣା
ଶୁଖିଲା କାନ୍ଦ
ଉଚ୍ଚାରଣ
[ସମ୍ପାଦନା](ଶୁଖିଲା କାନ୍ଦଣା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଶୁଖିଲା କାନ୍ଦ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କପଟ କ୍ରନ୍ଦନ; ଯେଉଁ କାନ୍ଦରେ ଆଖିରୁ ଲୁହ ଗଡ଼େ ନାହିଁ; ଅନ୍ୟକୁ ଦେଖାଇବା ପାଇଁ କରାଯିବା କ୍ରନ୍ଦନ — The shedding of crocodile tears; stimulated weeping.
(ଉ—ବଦନେ ମଧୁର ହସିତ ଶୁଖିଲା କାନ୍ଦ—କବିସୂର୍ଯ୍ୟ. ସସଙ୍ଗୀତ)