ଶୁଖିଲା ମୁହଁ
ଦେଖଣା
ଶୁଖିଲା ମୁହଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଖିଲା ମୁହଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିପର୍ଣ୍ଣବଦନ, ବିରସମୁଖ —୧. Dejected. countenance; sad face.
- ୨. ମଳିନ ମୁଖ —୨. Pale face.
- ୩. ଶଯ୍ୟାରୁ ଉଠି ଧୁଆ ହୋଇ ନ ଥିବା ମୁଖ — ୩. Face which has not been washed after a person has got up from bed or sleep.