ଶୁଖୁଆ କଣ୍ଟା
ଦେଖଣା
ଶୁଖୁଆ କଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଖୁଆ କଣ୍ଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୁଖୁଆ ଭିତରେ ଥିବା କଣ୍ଟା — ୧. The bones of Ṡukhuā.
- ୨. (ଲକ୍ଷଣାର୍ଥ) ଖୁବ୍ ମୁନିଆ ପଦାର୍ଥ — ୨. (figurative) A pointed article.
[ଉ—ତୋ ଆଖିରେ ଶୁଖୁଆ କଣ୍ଟା ଗେଞ୍ଜି ଦିଅନ୍ତି ପରା]
- ୩. ଅତି ଶୀର୍ଣ୍ଣ ବସ୍ତୁ —୩. Very emaciated and shrivelled up thing.