ଶୁଖୁଆ ପୋଡ଼ା
ଦେଖଣା
ଶୁଖୁଆ ପୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଖୁଆ ପୋଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୋଡ଼ା ହୋଇଥିବା ଶୁଖୁଆ — ୧. Baked Ṡukhuā.
- ୨. (ଲକ୍ଷଣାର୍ଥ) କୌଣସି ହୀନ କର୍ମ —୨. (figurative) Some mean act.
[ଉ—ବାର ବରଷର ତପ ଶୁଖୁଆ ପୋଡ଼ାରେ ଗଲା]