Jump to content

ଶୁଘିଂବା

ଉଇକିଅଭିଧାନ‌ରୁ

ଶୁଘିଂବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶିଂଘ୍ ଧାତୁ)

[ସମ୍ପାଦନା]
୧. ଆଘ୍ରାଣ କିରିବା — ୧. To smell; to scent.

[ଉ—ତାହା ଦେଖି କୁନ୍ତୀ ପୁତ୍ରକୁ କୋଳ କରି ମସ୍ତକକୁ ଶୁଘିଂଲେ ଅତି ସ୍ନେହ କରି]

୨. [ଲକ୍ଷଣାର୍ଥ] ସାମାନ୍ୟ ମାତ୍ର ବା ନାମ ମାତ୍ର ଖାଦ୍ୟ ଆହାର କରିବା —୨. (figurative) To eat anything in such a small quantity that it can be called smelling rather than eating.