ଶୁଙ୍ଗ
ଦେଖଣା
ଶୁଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶମ୍ ଧାତୁ=ଶାନୁ ହେବା+ଗ. ନିପାତନ)
[ସମ୍ପାଦନା]- ୧. ବଟ ବୃକ୍ଷ —୧. Banyan tree.
- ୨. ଆମ୍ୱଡ଼ା ଗଛ — ୨. Hog plum tree.
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୃଙ୍ଗ ବା ଶୂକ)
ବାଳୁଙ୍ଗା ଧାନ, ଯବ ବା ଗହମରୁ ବାହାରିବା ଶୃଙ୍ଗ; ଧାନ୍ୟ ଯବାଦିର ଶୂନ୍ୟ —The awn or beard of wheat barley or wild paddy.