Jump to content

ଶୁଚିତା

ଉଇକିଅଭିଧାନ‌ରୁ

ଶୁଚିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୁଚି+ଭାବ. ତା, ତ୍ୱ)

[ସମ୍ପାଦନା]
୧. ପବିତ୍ରତା — ୧. Purity.
୨. ନିର୍ମଳତା — ୨. Clearness.
୩. ନିର୍ଦ୍ଦୋଷତା —୩. Faultlessness.