ଶୁଚି ବନ୍ତ
ପବିତ୍ର; ଶୁଦ୍ଧପୂତ —Neat and clean.
[ଉ—ସକଳ ସାମଗ୍ର ଘେନି ଶୁଚିବନ୍ତ ହୋଇ ହୋମ କରି ବସିଲେ—ବିଚିତ୍ରରାମାୟଣ]