ଶୁଚି ଶ୍ରବାଃ
ଦେଖଣା
ଶୁଚି ଶ୍ରବାଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହୀ; ଶୁଚି ହୋଇ ଅଛି ଶ୍ରବସ୍=ଶ୍ରବଣ ଯାହାଙ୍କର, ଶୁଚିଶ୍ରବସ୍ ଶବ୍ଦର ୧ମା. ୧ବ)
[ସମ୍ପାଦନା]- ୧. ଶ୍ରୀକୃଷ୍ଣ —୧. Ṡrīkṛushṇa.
- ୨. ବିଷ୍ଣୁ — ୨. Bishṇ.
[ଦ୍ରଷ୍ଟବ୍ୟ —ମହାଭାରତ ଭଗବାନ ଶ୍ରୀକୃଷ୍ଣ କହିଅଛନ୍ତି ଯେ ଆମ୍ଭେ ପାପ ସ୍ପର୍ଶ ନ କରି ସର୍ବଦା ପବିତ୍ର ବାକ୍ୟମାନ ଶ୍ରବଣ କରୁ ବୋଲି ଆମ୍ଭ ନାମ "ଶୁଚି ଶ୍ରବାଃ" ହୋଇଅଛି]