ଶୁଜା
ଦେଖଣା
ଶୁଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୁଝା (ଦେଖ) - ୧. Ṡujhā (See)
- ୨. (ସଂସ୍କୃତ - ସୂଚୀ)—ଇଂରେଜି ମାପରେ ବ୍ୟବହାର ହେଉ— ଥାବା ଚେନ ମୁଣ୍ଡରେ ପୋତା ଯିବା ଲୁହା କଣ୍ଟା — ୨. Iron pins put at the end of measurement by chains.
- ୩. ମୁସଲମାନଙ୍କ ନାମ — ୩. Name of Mohomedans.
- ୪. (ନାମ) ମୋଗଲ ସମ୍ରାଟ ସାହାଜାନଙ୍କ ୨ ୟ ପୁତ୍ର — ୪. The ୨nd son of Sahajahan, the Mogul Emperor.
[ଦ୍ରଷ୍ଟବ୍ୟ —ଏ ଦିଲ୍ଲୀଶ୍ୱର ସାହାଜାହାନଙ୍କ ୨ ୟ ପୁତ୍ର ଏ ସମରକୁଶଳ ଥିଲେ, କିନ୍ତୁ ଅମିତାଚାର ହୋଇ ନିସ୍ତେଜ ହୋଇ ପଡ଼ିଲେ ସାହାଜାହାନ ଏହାକୁ ବଙ୍ଗ ବିହାର ଓ ଓଡ଼ିଶାର ଶାସନକର୍ତ୍ତା (ସୁବାଦାର) ନିଯୁକ୍ତ କରିଥିଲେ ଓ ଏ ୨ ବର୍ଷ କାଳ ଉକ୍ତ କାର୍ଯ୍ୟ ଚଳାଇଥିଲେ ଏ ଢାକ୍କାର ରାଜମହଲକୁ ବଙ୍ଗର ରାଜାଧାନୀ ଉଠାଇ ନେଇତିଲେ ଏହାଙ୍କ ଶାସନକାଳରେ କର୍ଣ୍ଣେଇ ବାଉଟନ
ନାମକ ଜଣେ ଜଣେ ଇଂରାଜ ଡାକ୍ତର ଚିକିତ୍ସା ନୈପୁଣ୍ୟରେ ଏହାଙ୍କର ପ୍ରିତୀପାତ୍ର ହୋଇଥିଲେ ତାହାଙ୍କ ଯୋଗୁହିଁ ଇଂରାଜମାନେ ବାଣିଜ୍ୟ କରିବା ପାଇଁ ପ୍ରଥମେ ହୁଗୁଳି, ପରେ ଢ଼ାକା ଓ କାଶିମବଜାରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ ସାହାଜାହାନ ରୋଗଗ୍ରସ୍ତ ହେବାରୁ ଆଉରଙ୍ଗ— କୀବ ପିତାଙ୍କୁ ବନ୍ଦୀ କରିଥିବାର ଶୁଣି ସୁନା ସୈନ୍ୟସହ ଦିଲ୍ଲୀଆଡ଼କୁ ଅଗ୍ରସର ହୋଇ ଦ୍ୱାରଙ୍କଦ୍ୱାରା ବନାରସରେ ପରାସ୍ତ ହେଲେ ଆଉରଙ୍ଗଜୀବ ସଂହାସନ ଅଧିକାର କରିବାର ଶୁଣି ପୁଣି ସୁନା ସୈନ୍ୟ ସହ ଅଗ୍ରସର ହେଲେ ପ୍ରୟାଗ ଓ ଇଟୁଆ ମଧ୍ୟରେ ଆଉରଙ୍ଗଜେବଙ୍କ ସେନାପତି ମିର୍ ଜୁମଲାଙ୍କ ସଙ୍ଗେ ଯୁଦ୍ଧରେ ପରାସ୍ତ ହୋଇ ବ୍ରହ୍ମ— ଦେଶସ୍ଥ ଆରାକାନ୍କୁ ପଳାଇଲେ ଏବଂ ସେଠାରେ ନିରୁଦିଷ୍ଟ ହେଲେ]