ଶୁଝାଇଦେବା
ଦେଖଣା
ଶୁଝାଇଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଝିବା କ୍ରିୟାର ଣିଜନ୍ତ ଆକୃତି, ସଂସ୍କୃତ ଶୁଧି ଧାତୁ)
[ସମ୍ପାଦନା]- ୧. ଶୁଝିବା କ୍ରିୟାର ଣିଜନ୍ତ ରୂପ — ୧. Causative Ṡujhibā.
- ୨. ଶୁଝିବା —୨. To pay off.
- ୩. ଦେଣାଦି ନିଃଶେଷରୂପେ ପରିଶୋଧ କରିବା —୩. To clear up one's dues fully to liquidate a debt.
[ଉ—ତୁମ୍ଭେ ଦୁର୍ଯ୍ୟୋଧନ ଅନ୍ନ ଅଛ ଖାଇ, ବାପାଙ୍କ ପରି ତାହା ଦିଅ ହେ ଶୁଝାଇ—କୃଷ୍ଣସିଂହ. ମହାଭାରତ]