ଶୁଝିଦେବା
ଦେଖଣା
ଶୁଝିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଝିଦେବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଧ୍ ଧାତୁ)
[ସମ୍ପାଦନା]- ୧. ଶୁଝିବା —୧. To clear off; to repay.
- ୨. ଦେଣା ଆଦିକୁ ସମୂର୍ଣ୍ଣରୂପେ ପରିଶୋଧ କରିବା —୨. To clear off a debt; to liquidate a loan.
- ୩. ପ୍ରତିହିଂସା ନୋବାକୁ ସମର୍ଥ ହେବା —୩. To succeed in taking revenge.