ଶୁଣନ୍ତା
ଶୁଣୁଥିବା (ବ୍ୟକ୍ତି) —Hearing.
[ଉ— ସେ ଜ୍ଞାନ ତୋତେ ମୁଁ କହିବି, ଶୁଣନ୍ତା ପ୍ରାଣୀ ନିସ୍ତାରିବି—ଜଗନ୍ନାଥ. ଭାଗବତ]