Jump to content

ଶୁଣା

ଉଇକିଅଭିଧାନ‌ରୁ

ଶୁଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ରୁ ଓ ପ୍ରା, ଶୁଣ୍ ଧାତୁ)

[ସମ୍ପାଦନା]

ଶୁଣିବା କର୍ମ — Act of hearing.

ଅନୁବାଦ

[ସମ୍ପାଦନା]

(ଶୁଣାଅ—ଆଦରାର୍ଥକରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଶୁଣାଇବା କ୍ରିୟାର ଅନାଦରାର୍ଥକ ଅନୁଜ୍ଞାରୂପ (ତୁ) ଶ୍ରବଣ କରା —(thou) Let me hear.

[ଉ—ସରସ ଗର ପଦେ ଶୁଣା ରେ—କବିସୂର୍ଯ୍ୟ. ସଙ୍ଗୀତ]

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. ଶ୍ରୁତ — ୧. Heard of.
୨. ଲୋକ ମୁଖରେ ଶୁଣାଯିବା ୨. Rumoured.

(ଜଣା ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ ହୁଏ; ଯଥା—ଜଣା ଶୁଣା ଲୋକ)

୩. ଯାହା ବିଷୟ ଉତ୍ତମରୂପେ ଲୋକ ମୁଖରୁ ଜ୍ଞାତ ଓ ଶ୍ରୁତ ହୋଇଥାଏ; ସୁଜ୍ଞାତ —୩. Well-known; well-acquainted.