ଶୁଣା କଥା
ଦେଖଣା
ଶୁଣା କଥା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିଠାରୁ ଶ୍ରୁତି ବିଷୟ; ନିଜେ ନ ଶୁଣିଥିବା ବିଷୟ —୧. Anything which has been heard from others but not seen with one's own eyes.
- ୨. ଯେଉଁ ବିଷୟ ଲୋକ ଅନ୍ୟ ବ୍ୟକ୍ତିଠାରୁ ଶୁଣି କହେ —୨. Hear- say-hearsay matter.
- ୩. ଶ୍ରେତାର ଶ୍ରୁତ ବିଷୟରେ କଥିତ ପ୍ରମାଣ —୩. Hearsay evidence.