Jump to content

ଶୁଣା ପାଇବା

ଉଇକିଅଭିଧାନ‌ରୁ

ଶୁଣା ପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବିଷୟକୁ ଲୋକମୁଖରୁ ଅବଗତ ହେବା —To hear a matter from the report of others.

[ଦ୍ରଷ୍ଟବ୍ୟ —ଆଧୁନିକ ଲେଖକମାନଙ୍କ 'ଶୁଣା ପାଇବା' ସ୍ଥଳରେ ବଙ୍ଗଳା ବ୍ୟବହାର 'ଶୁଣିବାକୁ ପାଇବା' ବାକ୍ୟ ବ୍ୟବହାର କରନ୍ତି]