ଶୁଣା ଯିବା
ଦେଖଣା
ଶୁଣା ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଣା ଯିବା
|
ଦେଶଜ - କ୍ରିୟାପଦ - (ଶୁଣିବାର କର୍ମବାଚ୍ୟ ରୂପ)
[ସମ୍ପାଦନା]- ୧. କୌଣସି ବିଷୟ କାନକୁ ସ୍ପଷ୍ଟରୂପେ ଶୁଭିବା —୧. To be heard distinctly.
(ଉ—ମୁଁ କାଲ ହେବା ଦିନଠାରୁ ମତେ ଦୁର କଥା ଶୁଣାଯାଉ ନାହିଁ)
- ୨. (କୌଣସି ବିଷୟ) ଜନଶ୍ରୁତିଦ୍ୱାରା ବିଖ୍ୟାତ ହେବା; ଜନରବଦ୍ୱାରା ପ୍ରକାଶିତ ହେବା — ୨. To be rumoured to be reported.
[ଉ—ନ ଥିଲା କିଛି ଜଣା, ଏବେ ଯାଉଛି ଶୁଣା କବିସୂର୍ଯ୍ୟ. ସଙ୍ଗୀତ]