ଶୁଣିବାରେ
ଜନବରରେ; ଶୁଣାଶୁଣିରେ —So far as rumour goes.
(ଉ—ଶୁଣିବାରେ ରାମ ତାଙ୍କୁ ଲଙ୍କାର ରାଜା କରି ସାରିଲେଣି—ନୀଳକଣ୍ଠ. ପିଲାଙ୍କ ରାମାୟଣ)