ଶୁଣିଲା
ଶୁଣିବା ବିଷୟ —The act of hearing.
(ଉ—ଶାସ୍ତ୍ର ଶୁଣିଲା ତୁମ୍ଭେ ନାହିଁ ମୁ ତାହା ଅଳପ ଜାଣଇ—ଜଗନ୍ନାଥ. ଭାଗବତ)
ଶୁଣିଥିବା; ଯେ ଶୁଣିଥାଏ —One who has heard.