Jump to content

ଶୁଣି ନ ଶୁଣିବା

ଉଇକିଅଭିଧାନ‌ରୁ

ଶୁଣି ନ ଶୁଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବିଷୟକୁ ଜାଣି ବା ଶୁଣି ସୁଦ୍ଧା ତଦନୁରୂପେ କର୍ମ ନ କରିବା; କୌଣସି ବିଷୟକୁ କରିବା ଉଚିତ ମାତ୍ର ଜାଣି ଶୁଣି ନ କରିବା — Not to do knowingly a thing which one ought to do.

[ଉ—ଯଜ୍ଞର ସ୍ୱଭାବ ଏମନ୍ତ ଅତିଥି ପୂଜିବା ଯୁକତ, ବ୍ରହ୍ମଣେ ଶୁଣି ନ ଶୁଣିଲେ ମନ ଚଞ୍ଚଳ ଯଜ୍ଞ କତାଳେ—ଜଗନ୍ନାଥ. ଭାଗବତ]