ଶୁଣି ପାରିବା
ଦେଖଣା
ଶୁଣି ପାରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବିଷୟ ଶ୍ରବଣ କରିବାକୁ ଯଥେଷ୍ଟ ଶ୍ରବଣଶକ୍ତି ସଂପନ୍ନ ହେବା —୧. To be able to hear a thing.
[ଉ—ବଧିରତା ଯୋଗୁ ମୁଁ ଏବେ ଦୂରକୁ କଥା ଶୁଣିପାରୁ ନାହିଁ]
- ୨. କୌଣସି ଗୁପ୍ତ ବା ଆବଶ୍ୟକ ବିଷୟ ଆପଣା ଆଗରେ ପ୍ରକାଶିତ ହେବା, ଯଥେଷ୍ଟରୂପେ ବିଶ୍ୱାସୀ ବୋଲି କଥକଦ୍ୱାରା ବିବେଚିତ ହେବା —୨. To be considred fit or trustworthy to be told any impor tant of secret matter.
[ଉ—ଆପଣାମାନଙ୍କ ଗୋପନ ପରାମର୍ଶ ମୁଁ କି ଶୁଣିପାରିବି ନାହିଁ]
- ୩. ଶୁଣା ପାଇବା (ଦେଖ) - —୩. Suṇā pāibā (See)