ଶୁଣି ଯିବା
ଦେଖଣା
ଶୁଣି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଣି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଦୂରସ୍ଥ ବ୍ୟକ୍ତି) କଥକଙ୍କ ନିକଟକୁ କୌଣସି ବିଷୟ ଶୁଣିବା ପାଇଁ ଆସିବା —୧. To come to a peson from a distance to hear a thing from him.
[ଉ— ତୁମେ ମୋଠାରୁ ୧ ହାତ ତଫାତରେ ଅଛ, ମୁଁ ବଡ଼ ପାଟି କରି ପାରୁ ନାହିଁ, ତୁମେ ମୋ ପାଖରୁ ଏ କଥା ଶୁଣି ଯାଅ]
- ୨. କିଛି କାଳ ଲାଗି କୌଣସି ବିଷୟ ଶୁଣିବା — ୨. To go hearing for a length of time.
[ଉ—ମୁଁ ପଦ୍ୟଟି ମୁଖସ୍ଥ କରିଅଛି. ମୁଁ ସେ ପଦ୍ୟଟି ବୋଲି ଯାଉଛି, ତୁମେ ଶୁଣି ଯାଅ]