ଶୁଣି ଯୋଗେଇବା
ଦେଖଣା
ଶୁଣି ଯୋଗେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଣି ଯୋଗେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](କୌଣସି ବିଷୟ) ଶ୍ରବଣଯୋଗ୍ୟ ହେବା —To be fit for hearing.
(ଯଥା—ଅଶ୍ଳୀଳ କଥା କହି ଯୋଗାଏ ନାହିଁ କି ଶୁଣି ଯୋଗାଏ ନାହିଁ)
ଶୁଣି ଯୋଗେଇବା
|
(କୌଣସି ବିଷୟ) ଶ୍ରବଣଯୋଗ୍ୟ ହେବା —To be fit for hearing.
(ଯଥା—ଅଶ୍ଳୀଳ କଥା କହି ଯୋଗାଏ ନାହିଁ କି ଶୁଣି ଯୋଗାଏ ନାହିଁ)