ଶୁଣେଇବା
ଦେଖଣା
ଶୁଣେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶୁଣେଇବା
|
ଦେଶଜ - କକ୍ର (ସଂସ୍କୃତ - ଶ୍ରୁ ଧାତୁ ଣିଚ୍)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ କୌଣସି କଥା ଶ୍ରବଣ କରାଇବା — ୧. To cause a person to hear something.
- ୨. ଅନ୍ୟ ବ୍ୟକ୍ତି ଆଗରେ କୌଣସି କଥା କହିବା —୨. To say something in the hearing of a person.
- ୩. ଯଶଃ ବା ନିନ୍ଦା ଆଦି ଲୋକମୁଖରୁ ଶୁଣିବାର ଉପାୟ କରିବା —୩. To cause a person to hear good or bad things regarding himself.
(ଉ—ଆହା ଦଇବରେ କି ଶୁଣାଇଲୁ ମୋତେ କୃଷ୍ଣସିଂହ. ମହାଭାରତ)