Jump to content

ଶୁଣ୍ଠା ଶିକାର

ଉଇକିଅଭିଧାନ‌ରୁ

ଶୁଣ୍ଠା ଶିକାର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ାଜତ) ବିଶେଷ୍ୟ - (ସଂ ଶୁଣ୍ଠ ଧାତୁ ଓ ଫାରାସୀ - ଶିକାର)

[ସମ୍ପାଦନା]

ମାଂସର ଶୁଖୁଆ; ଶୁଷ୍କୀକୃତ ଓ ଆହାରାର୍ଥେ ସଞ୍ଚିତ ମାଂସଖଣ୍ଡ—(ସଂସ୍କୃତ - ବଳ୍ମୂର) —Pieces of ment dried up and preserved for food; preserved meat.