Jump to content

ଶୁଣ୍ଠିଆ

ଉଇକିଅଭିଧାନ‌ରୁ

ଶୁଣ୍ଠିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଧବା ସ୍ତ୍ରୀଲୋକମାନଙ୍କ ପିନ୍ଧିବାର ଧଡ଼ି ଓ ମୁହଁ ନ ଥିବା ଲୁଗା; ଭୂନି —A cloth without hem and border used by Hindu windows.

ବିଣପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]

ଅତି କୃପଣ (ବ୍ୟକ୍ତି) — Very miserly person.