ଶୁଣ୍ଠି ପିପ୍ପଳି ମରିଚ
ଦେଖଣା
ଶୁଣ୍ଠି ପିପ୍ପଳି ମରିଚ
ଉଚ୍ଚାରଣ
[ସମ୍ପାଦନା](ଶୁଣ୍ଠି ପିପ୍ପଳି ଗୋଲମରିଚ—ଦେଶଜ - ରୂପ)
ସଂସ୍କୃତ - ବିଶେଷ୍ୟ - (ସହଚର)
[ସମ୍ପାଦନା]ଶୁଣ୍ଠି, ପିପ୍ଳି ଓ ଗୋଲ— ମରିଚ —Dry ginger, long pepper and black pepper.
[ଦ୍ରଷ୍ଟବ୍ୟ —ଏହି ୩ଟି ଦ୍ରବ୍ୟର ସମାହରକୁ ବୈଦ୍ୟଶାସ୍ତ୍ରରେ ତ୍ରିକଟୁ ବୋଲାଯାଏ]
ତ୍ରିକଟୁର ସଂସ୍କୃତ ପର୍ଯ୍ୟାୟ—"ତ୍ରୃଷଣ, ବ୍ୟୋଷ, କଟୁତ୍ରୟ, କଟୁତ୍ରିକା," ଏହା ଅଗ୍ନି ବର୍ଦ୍ଧକ, ଶ୍ୱାସ,କାଶ, ଚର୍ମରୋଗ, ମେହ, କଫ, ସ୍ଥୂଳତା, ଶ୍ଳୀପଦ, ପୀନସ, ଓ ମେଦ ଦୋଷର ଉପକାରକ]