Jump to content

ଶୁଣ୍ଡ

ଉଇକିଅଭିଧାନ‌ରୁ

ଶୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୁଣ୍ ଧାତୁ=ଗମନ କରିବା+କର୍ତ୍ତୃ. ଡ଼)

[ସମ୍ପାଦନା]

ଶୁଣ୍ଢ; ହାତୀର ଉପର ଓଠରୁ ବାହାରିଥିବା ଲମ୍ୱ କଳିରୂପ ନାସିକା —Elephant's trunk.