Jump to content

ଶୁଣ୍ଡା

ଉଇକିଅଭିଧାନ‌ରୁ

ଶୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ଼+ଆ; ଶୁଣ୍ଡ+ଆ)

[ସମ୍ପାଦନା]
୧. ହାତି ଶୁଣ୍ଡ —୧. Elephant's trunk.

[ଉ— କେତେ ତହି ସିପାଇ ହାତିଙ୍କର ଶୁଣ୍ଡା, କାଟି ପକାଇଲେ ପ୍ରହାର କରି ଖଣ୍ଡା କୃଷ୍ଣସିଂହ. ମହାଭାରତ]

୨. ମଦିରା; ମଦ —୨. Wine.

(ଏହା ହସ୍ତିଶୁଣ୍ଡାକୃତି ନଳ ଯୋଗେ କ୍ଷାରତ କରା ଯାଉଥିବାରୁ)

୩. କୁଟ୍ଟନୀ — ୩. A procuress.
୪. ବେଶ୍ୟା —୪. Harlot.
୫. ମଦ୍ୟ ଗୃହ; ମଦ ଖଟି —୫. A grogshop; tavern; wine shop.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଶୁଣ୍ଢ ସମ୍ୱନ୍ଧୀୟ —୧. Relating to elephant trunk.
୨. ଶୁଣ୍ଢ ପରି —୨. Like a trunk

[ଯଥା—ହାତି— ଶୁଣ୍ଢ]

[ଉ—ଗହବ ଚମ୍ପା ଧଣ୍ଡା, ନିର୍ମିତ ଗଜମୁଣ୍ଡା, ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ—କବିସୂର୍ଯ୍ୟ. ସଙ୍ଗୀତ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲାଉ; କଖାରୁ ଆଦି ଲତାର ପ୍ରତାନୀ — ୧. The tendrils of some creepers such as ground, pumpkin etc.
୨. ପ୍ରଜାପତି, ଅସରପା ଆଦିଙ୍କ ନିଶ —୨. The feelers of some insects such as butterfly, cookroach etc.