Jump to content

ଶୁଣ୍ଡିଆଣି

ଉଇକିଅଭିଧାନ‌ରୁ

ଶୁଣ୍ଡିଆଣି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ଶୌଣ୍ଡିନୀ; ଶୁଣ୍ଡିନୀ)

[ସମ୍ପାଦନା]

ଶୁଣ୍ଡୀର ସ୍ତ୍ରୀ — The wife of a grogdealer or distiller.

[ଦ୍ରଷ୍ଟବ୍ୟ —ଶୁଣ୍ଡିଆଣୀ ହାତେ ଦୁଧ, ଲୋକେ ବୋଲନ୍ତି ମଦ—ପ୍ରବଚନ ବା ନ୍ୟାୟ—ସଂସ୍କୃତ - "ପୟୋଽପ ଶୌଣ୍ଡିକା ହସ୍ତେ, ବାରୁଣୀତ୍ୟଭିଧୀୟତେ, ଶୁଣ୍ଡିଆଣୀ ହାତରେ ଦୁଧ ଦେଖିଲେ ସୁଦ୍ଧା ଲୋକେ ତାହାକୁ ମଦ ବୋଲି ଅନୁମାନ କରିବା ସ୍ୱାଭାବିକ ସେହିପରି ମନ୍ଦ ଲୋକଙ୍କ ସଙ୍ଗେ କୌଣସି ଭଲଲୋକକୁ ଦେଖିଲେ ଭଲ ବ୍ୟକ୍ତିକୁ ମନ୍ଦ ବୋଲି ଲୋକଙ୍କର ଭାବିବା ସ୍ୱାଭାବିକ]