ଶୁଣ୍ଡିର ସାକ୍ଷୀ ମଦୁଆ
ଦେଖଣା
ଶୁଣ୍ଡିର ସାକ୍ଷୀ ମଦୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଣ୍ଡିର ସାକ୍ଷୀ ମଦୁଆ
|
(ପ୍ରବଚନ ବା ନ୍ୟାୟ)—ଏକ ପ୍ରକାର କୁକର୍ମରେ ଲିପ୍ତ ବା ସଂଯୁକ୍ତ ଥିବା ବ୍ୟକ୍ତିଙ୍କ ସାକ୍ଷ୍ୟ ବିଶ୍ୱାସଯୋଗ୍ୟ ନ ଥିବା ବିଷୟରେ ପ୍ରବଚନ —A proverb meaning like a wine-seller's client giving evidence for his wine-selle.