ଶୁଣ୍ଡୀ
ଦେଖଣା
ଶୁଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ -(ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]କଇଁ; କମଳ — Water-lily or white lily.
ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ଶୁଣ୍ଡୀ)
[ସମ୍ପାଦନା]ଶୁଣ୍ଡୀ (ଦେଖ) - Ṡuṇḍī (See)
ଶୁଣ୍ଡୀ
ଉଚ୍ଚାରଣ
[ସମ୍ପାଦନା](ଶୁଣ୍ଡିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶୁଣ୍ଡ+ଇନ୍; ଶୁଣ୍ଡିନ୍ ୧ମା. ୧ ବଚନ)
[ସମ୍ପାଦନା]- ୧. ଶୌଣ୍ଡିକ; ଯେ ମଦ୍ୟ ପ୍ରସ୍ତୁତ ବା ବିକ୍ରୟ କରେ — ୧. Grog-dealer; wine-seller; distiller.
- ୨. ହସ୍ତୀ —୨. Elephant.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମଦ୍ୟ ପ୍ରସ୍ତୁତକାରୀ ବା ବ୍ୟବସାୟୀ ଜାତି— ବିଶେଷ —A caste of wine-dealers or wine-sellers.