Jump to content

ଶୁତିବା

ଉଇକିଅଭିଧାନ‌ରୁ

ଶୁତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) କ୍ରି—(ସଂସ୍କୃତ - ଶୀ ଧାତୁ)

[ସମ୍ପାଦନା]
୧. ଶୋଇବା — ୧. To sleep.

[ଉ—ପଲଙ୍କେ ଶୁତିଲା ରାମା ଏତେକ କହି—ପ୍ରାଚୀ. ଶିଶୁଶଙ୍କର ଉଷାଭିଳାଷ]

୨. ଭୂମିରେ ଲମମାନ ଦେବା — ୨. To be flat on the ground.