ଶୁଦ
ଦେଖଣା
ଶୁଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୂଦ୍ର)
[ସମ୍ପାଦନା]- ୧. ଶୂଦ୍ର ଜାତି —୧. Ṡūdra caste.
(ଯଥା—ଶୁଦ କପିଳ)
- ୨. ଶୂଦ୍ରଜାତି ବିଶେଷ —୨. A class of Ṡūdras.
(ଏମାନେ ମହାନ୍ତି ପ୍ରଭୃତି ସଂଜ୍ଞାରେ ଅଭିହିତ ହୁଅନ୍ତି ମାତ୍ର ସମାଜରେ
ଏମାନଙ୍କ ସ୍ଥାନ କରଣମାନଙ୍କର ଅନେକ ତଳରେ)
ବିଶେଷଣ - (ସଂସ୍କୃତ - ଶୂଦ୍ର)
[ସମ୍ପାଦନା]ଶୂଦ୍ର ଜାତୀୟ —Belonging to Ṡūdra caste.
[ଯଥା—ଶୂଦ୍ର ଚଷା]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ସୁଦ (ଦେଖ) - —Suda (See)
ଦେଶଜ - କ୍ରି.ବିଶେଷଣ - (ସଂ ଶୁଦ୍ଧ)
[ସମ୍ପାଦନା]- ୧. ବିବାକ୍ —୧. Wholly.
- ୨. କେବଳ —୨. Only.
- ୩. ସଂପୂର୍ଣ୍ଣରୂପେ —୩. Fully; totally.
[ଉ—ଶୁଦ୍ ଉତ୍ତର Due north, ଶୂଦ୍ ପୂର୍ବକୁ Wholly or directly to the east.]
ଶୁଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—୧ (ସଂ—ଶୂଦ୍ର)
[ସମ୍ପାଦନା]ଶୂଦ୍ର —୧. Ṡūdra.
- ୨. (ସଂସ୍କୃତ - କୁଶୀଦ; ଫା, ସୁଦ୍) ସୁଦ; ସୁଧ; କରଜ ଦିଆଯିବା ଟଙ୍କା ଉପରେ ମହାଜନକୁ ଖାତକର ଦେୟ ଧନ; ବୃଦ୍ଧି କଳନ୍ତର —୨. Interest.
- ୩. (ସଂସ୍କୃତ - ଶୁଦ୍ଧ)— ମୃତ ବ୍ୟକ୍ତିର ଶୁଦ୍ଧକ୍ରିୟା —୩. The funeral; obsequies.