Jump to content

ଶୁଦ୍

ଉଇକିଅଭିଧାନ‌ରୁ

ଶୁଦ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୂଦ୍ର)

[ସମ୍ପାଦନା]
୧. ଶୂଦ୍ର ଜାତି —୧. Ṡūdra caste.

(ଯଥା—ଶୁଦ କପିଳା)

୨. ଶୂଦ୍ରଜାତି ବିଶେଷ —୨. A class of Ṡūdras.

(ଏମାନେ ମହାନ୍ତି ପ୍ରଭୃତି ସଂଜ୍ଞାରେ ଅଭିହିତ ହୁଅନ୍ତି ମାତ୍ର ସମାଜରେ ଏମାନଙ୍କ ସ୍ଥାନ କରଣମାନଙ୍କର ଅନେକ ତଳରେ)

ବିଶେଷଣ - (ସଂସ୍କୃତ - ଶୂଦ୍ର)

[ସମ୍ପାଦନା]

ଶୂଦ୍ର ଜାତୀୟ —Belonging to Ṡūdra caste.

[ଯଥା—ଶୂଦ୍ର ଚଷା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ସୁଦ (ଦେଖ) - —Suda (See)

ଦେଶଜ - କ୍ରି.ବିଶେଷଣ - (ସଂ ଶୁଦ୍ଧ)

[ସମ୍ପାଦନା]
୧. ବିବାକ୍ —୧. Wholly.
୨. କେବଳ — ୨. Only.
୩. ସଂପୂର୍ଣ୍ଣରୂପେ —୩. Fully; totally.

[ଉ—ଶୁଦ୍ ଉତ୍ତର Due north, ଶୂଦ୍ ପୂର୍ବକୁ Wholly or directly to the east.]