ଶୁଦ୍ଧାନ୍ତ
ଦେଖଣା
ଶୁଦ୍ଧାନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଶୁଦ୍ଧ=ପବିତ୍ର ହୋଇଅଛି ଅନ୍ତ=ଶେଷ ଯାହାର)
[ସମ୍ପାଦନା]- ୧. ଅନ୍ତଃପୁର; ଅନ୍ଦର ମହଲ; ଉଆସ —୧. Harem; the female apartment.
- ୨. ଅନ୍ତଃପୁରର ସ୍ତ୍ରୀ —୨. A house-wife.
- ୩. ପରଦାନସୀନ ସ୍ତ୍ରୀ — ୩. A woman observing the purdah system.
- ୪. ଅଶୌଚାନ୍ତ —୪. The final oblations at the end of the funerals.