Jump to content

ଶୁଦ୍ଧାନ୍ତା

ଉଇକିଅଭିଧାନ‌ରୁ

ଶୁଦ୍ଧାନ୍ତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶୁଦ୍ଧାନ୍ତ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ରାଜ୍ଞୀ; ରାଜପତ୍ନୀ — ୧. A queen.
୨. ରାଜାଙ୍କ ରକ୍ଷିତା ସ୍ତ୍ରୀ — ୨. A king's misteress or concubine.
୩. ରାଜାଙ୍କ ପୋଇଲି ବା ଘରଝିଅ —୩. A maid of the king's harem.