Jump to content

ଶୁଦ୍ଧୋଦନ

ଉଇକିଅଭିଧାନ‌ରୁ

ଶୁଦ୍ଧୋଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ନାମ)—ଶାକ୍ୟସିଂହ ବୁଦ୍ଧଙ୍କର ପିତା ଓ ମାତା— ନ୍ତରରେ ପିତାମହ —The name of the father and (according to some the grand-father) of the Buddha.

[ଦ୍ରଷ୍ଟବ୍ୟ — ହିମାଳୟର ପାଦଦେଶରେ ଓ ଅଯୋଧ୍ୟର ଉତ୍ତରରେ ଅବସ୍ଥିତ କପିଳାବାସ୍ତୁ ରାଜ୍ୟର ରାଜା ଏ ରାଜା ଦଣ୍ଡପାଣିଙ୍କ ୨ଟି କନ୍ୟା ମହାମାୟା ଓ ଗୌତମୀଙ୍କୁ ବିବାହ କରିଥିଲେ, ମହାମାୟାଙ୍କ ଗର୍ଭରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ ମତାନ୍ତରରେ ଶୁଦ୍ଧୋଦନ ବୁଦ୍ଧଦେବଙ୍କ ପିତାମହ ଓ ବୁଦ୍ଧ— ଦେବଙ୍କ ପିତାଙ୍କ ନାମ ଶୁଦ୍ଧୋଦନି]