ଶୁଦ୍ଧ ଅଶୁଦ୍ଧ ପୁରାଇ ଗାଇବ, ଲେଖନକାର ଦୋଷ ନ ଧରିବ
ଦେଖଣା
ଶୁଦ୍ଧ ଅଶୁଦ୍ଧ ପୁରାଇ ଗାଇବ, ଲେଖନକାର ଦୋଷ ନ ଧରିବ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ପ୍ରବଚନ (ବ୍ୟଙ୍ଗ୍ୟୋକ୍ତି)
[ସମ୍ପାଦନା](ପୁସ୍ତକ ବା ଗ୍ରନ୍ଥାଦି ଲେଖିବା ବ୍ୟକ୍ତିର ପାଠକଙ୍କ ଏଥିର ପ୍ରାର୍ଥନା; ଏଥିର ଅର୍ଥ) ଲେଖକର ଦୋଷରୁ ଗ୍ରନ୍ଥରେ ରହି ଯାଇଥିବା ଅଶୁଦ୍ଧିମାନଙ୍କୁ ଶୁଦ୍ଧ କରି ପାଠ କରିବ ଓ ଲେଖକକୁ ଦୋଷ ନ ଦେବ —A couplet used bywriters of manuscripts and intended as a request to the readers) please read the teut without minding the scribe's mistakes.