Jump to content

ଶୁଧ

ଉଇକିଅଭିଧାନ‌ରୁ

ଶୁଧ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶୁଦ୍ଧ)

[ସମ୍ପାଦନା]
୧. ଅଶୌଚାନ୍ତ, ଅନ୍ତୋଷ୍ଠିକ୍ରିୟାର ଶେଷରେ କର୍ତ୍ତବ୍ୟ କର୍ମ; ଶୁଦ୍ଧିକ୍ରିୟା — ୧. Purificatory rites after the funerals.
୨. ଶୁଦ୍ର —୨. A Ṡudra.
୩. ଚଷାମାନଙ୍କର ଶ୍ରେଣୀଭେଦ —୩. A caste of cultivators.

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଫାରାସୀ - ସୁଦ)

[ସମ୍ପାଦନା]

ସୁଦ; କୁଶୀଦ — ୪. Interest.

ଦେଶଜ - ବିଣ—(ସଂସ୍କୃତ - ଶୁଦ୍ର)

[ସମ୍ପାଦନା]
୧. ଶୁଦ୍ର ଜାତୀୟ — ୧. Belonging to ṡudra caste.
୨. (ସଂସ୍କୃତ - ଶୁଦ୍ଧ) ଅତିମିଶ୍ର —୨. Unmixed
୩. ଶୁଦ୍ଧ —୩. Pure.
୪. ଶୁଧ; କେବଳ — ୪. Only; sole.