ଶୁଧସୁଆର
ଦେଖଣା
ଶୁଧସୁଆର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଧସୁଆର
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁଦ୍ର ଓ ସୂପକାରରୁ)
ପୁରୀ ଜଗନ୍ନାଥ ମହାପ୍ରଭୂଙ୍କ ଶୂଦ୍ର ସେବକ ବିଶେଷ — A class of Ṡūdra Sebakas of the Deity Jagannātha at Puri.
[ଦ୍ରଷ୍ଟବ୍ୟ —ଜଗନ୍ନାଥଙ୍କୁ ପ୍ରଥମେ ଜଙ୍ଗଲରୁ ଆଣିଥିବା ବିଦ୍ୟାପତି ବ୍ରାହ୍ମଣ ଓ ତତ୍ପୂର୍ବେ ଜଗନ୍ନାଥଙ୍କୁ ଜଙ୍ଗଲରେ ପୂଜା କରୁଥିବା ଶବର କନ୍ୟାର ଏମାନେ ବଂଶଧର ଅଟନ୍ତି ଏମାନେ ସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କ ଦେହରେ ଲେପ ଲଗାଇବା ପାଇଁ ଚାଉଳର ଖଳି ରାନ୍ଧନ୍ତି ଖଳି ରାନ୍ଧିବା ଯୋଗୁଁ ଏମାନେ 'ସୁପକାର' ବା 'ସୁଆର' ଓ ବ୍ରାହ୍ମଣ ଔରଷରେ ଶବରୁଣୀ ଗର୍ଭରୁ ଜାତ ହୋଇ ଥିବାରୁ 'ଶୂଦ୍ର' ନାମରେ ଆଭିହିତ]