ଶୁଧାର
ଦେଖଣା
ଶୁଧାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଶୁଧାରୀ, ଶୁଧାରେଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଶୂଧକୃତ କିମ୍ୱା ସୁଧାରା)
[ସମ୍ପାଦନା]- ୧. ରୋଗମୁକ୍ତ [ଦେହ] —୧. Cured (body)
- ୨. ନିୟମିତ — ୨. Regular.
[ଉ—ମୋ ଦେହ ଅବଧି ସୁଧାର ହୋଇ ନାହିଁ]
- ୩. ସୁସ୍ଥତାପ୍ରାପ୍ତ —୩. Restored to health
ପୁଲିଙ୍ଗ -
[ସମ୍ପାଦନା]- ୪. (ସଂ ଶୁଦ୍ଧ) ଶାନ୍ତ; ଯେ ଦୁଷ୍ଟ ନୁହେଁ — ୪. calm and quiet.
- ୫. ଦୋଷଶୂନ୍ୟ —୫. Faultless.
- ୬. ଯାହାର ଦୋଷମାନ ସୋଶୋଧିତ ହୋଇ ଯାଇଅଛି —୬. Corrected; made faultless.
(ଉ—ଶୁଧାର ଘୋଡ଼ା; ଶୁଧାରିଆ ଗାଈ)