ଶୁଧିଆ
ଦେଖଣା
ଶୁଧିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଧିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଶୁଦ୍ଧକ୍ରିୟା ସମ୍ୱନ୍ଧୀୟ —୧. Relating to purificatory and funeral rites.
- ୨. ଯେ କୌଣସି ମୃତବ୍ୟକ୍ତିକୁ ଶୁଧ ହୋଇଅଛି — ୨. A kinsman who has performed the furerals of a decased.